ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର

– ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଦକ୍ଷତା ପ୍ରଶିକ୍ଷଣ, ପ୍ରସ୍ତୁତ ହେଲା ରୋଡମ୍ୟାପ୍
– ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଳିବ ଦକ୍ଷତା ପ୍ରଶିକ୍ଷଣ
– ବିଭିନ୍ନ ବିଭାଗକୁ ଶୀଘ୍ର ଟ୍ରେଡ୍ ଭିତ୍ତିକ ପ୍ରଶିକ୍ଷଣ ତଥ୍ୟ ଓ କ୍ୟାଲେଣ୍ଡର ଦେବାକୁ ନିର୍ଦ୍ଦେଶ
– ଆଗ୍ରହୀ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗାଇ ଦିଆଯିବ ଦକ୍ଷତା ବିକାଶ ପ୍ରଶିକ୍ଷଣ