ବଢ଼ିପାରେ ସ୍କୁଲ ଖରାଛୁଟିଅବଧି : ମନ୍ତ୍ରୀ


ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ
ଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ
ଖରା ନ କମିଲେ ସ୍କୁଲ ଛୁଟି ବଢ଼ିପାରେ କହିଲେ ମନ୍ତ୍ରୀ
ଜୁନ୍‌ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ହୋଇଥିଲା ଘୋଷଣା

Related posts

Leave a Comment