ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ

-ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ କହିଲେ ମନମୋହନ ସାମଲ
-ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ
-‘ସରକାର ସବୁ ତଥ୍ୟ ଅନୁଧ୍ୟାନ କରୁଛନ୍ତି, ବିଚାରବିମର୍ଶ ଚାଲିଛି’
-‘ଲିଗାଲ ଡିପାର୍ଟମେଣ୍ଟ ବିଚାରବିମର୍ଶ କରୁଛନ୍ତି’
-ନ୍ୟାୟ ମିଳିବା ଉଚିତ୍ ଆଉ ନ୍ୟାୟ ମିଳିବ ମଧ୍ୟ- ମନମୋହନ
-‘ଦିବାଲୋକରେ ମନ୍ତ୍ରୀଙ୍କୁ ହତ୍ୟା କରିବା ଛୋଟ ବିଷୟ ନୁହେଁ’

Related posts

Leave a Comment