ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ

-ବରଗଡ଼: ଟୋକନ୍‌ ସମସ୍ୟାରୁ ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ
-ଟୋକନ ପାଉନଥିବା ଅଭିଯୋଗ କରି ଡିଆର୍‌ସିଏସ୍‌ ଅଫିସ୍ ଘେରିଲେ ଚାଷୀ
-ଧାନ ଅମଳ ତୁଳନାରେ ଆବଶ୍ୟକ ଟୋକନ ପାଉନଥିବା ଚାଷୀଙ୍କ ଅଭିଯୋଗ
-ପରବର୍ତ୍ତୀ ସମୟରେ ଚାଷୀଙ୍କ ହାତରୁ ବୋତଲ ଛଡ଼ାଇନେଲା ପୋଲିସ

Related posts

Leave a Comment