File ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ପିସିସି ସଭାପତି

-ଫାଇଲ ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ
-କେଉଁ ବିଭାଗରୁ ଫାଇଲ ଚୋରି ହୋଇଛି, ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି
-ସମ୍ପୃକ୍ତ ବିଭାଗର ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
-“ବିଜେଡି-ବିଜେପି ଏକାଠି ଅଛନ୍ତି, ଫାଇଲ ଚୋରି ତାହାର ବଡ଼ ଉଦାହରଣ” ବୋଲି ଅଭିଯୋଗ କଲେ ଭକ୍ତ ଚରଣ ଦାସ

Related posts

Leave a Comment