Uncategorized ୪୮ଘଣ୍ଟାରେବିଧାନସଭା_ଡାକ: ନବୀନ-ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ CMଙ୍କୁ ନବୀନଙ୍କ ଚିଠି-ଡିଲିମିଟେସନ ପ୍ରସଙ୍ଗ ଉଠାଇ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଲେଖିଲେ ଚିଠି-୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଲେ-ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରିବାକୁ ସଂକଳ୍ପ ପାରିତ କରାଯାଉ-ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ବର୍ତ୍ତମାନ ୩.୯ ପ୍ରତିଶତ ରହିଛି-ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ-ଫଳରେ ଆମର ରାଜନୈତିକ ଅଧିକାର ଅନ୍ୟ ରାଜ୍ୟମାନେ ଛଡ଼ାଇ ନେବେ-ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ April 15, 2026
Uncategorized #ଦଣ୍ଡ_ନାଚଦଣ୍ଡ ନାଚ ଓଡ଼ିଶାର ଏକ ଅତି ପ୍ରାଚୀନ ଏବଂ ପ୍ରସିଦ୍ଧ ଲୋକକଳା ତଥା ଧାର୍ମିକ ପର୍ବ। ଏହା ମୁଖ୍ୟତଃ ଚୈତ୍ର ମାସରେ (ମାର୍ଚ୍ଚ-ଏପ୍ରିଲ୍) ପାଳନ କରାଯାଇଥାଏ। ଦଣ୍ଡ ନାଚର ମୂଳ ଉତ୍ପତ୍ତିସ୍ଥଳ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ବୋଲି ଗ୍ରହଣ କରାଯାଏ। ବିଶେଷ କରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଏବଂ ବଲାଙ୍ଗୀର ଅଞ୍ଚଳରେ ଏହା ବହୁଳ ଭାବରେ ପ୍ରଚଳିତ। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ନାଚ ସବୁଠାରୁ ଅଧିକ ପ୍ରସିଦ୍ଧ। April 14, 2026
Uncategorized ୧୯ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ: ଆଜି ୪୫ ଡିଗ୍ରୀ ଛୁଇଁପାରେ ତାତି…. April 14, 2026
Uncategorized ବିଜେଡି କଂଗ୍ରେସ ମେଣ୍ଟ ହୋଇପାରେ: ଭକ୍ତ-ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତିଙ୍କ ବଡ଼ ସୂଚନା-‘ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ’-‘ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ’-‘ଏଆଇସିସି ଯଦି ନିଷ୍ପତ୍ତି ନିଏ , ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ’-ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟଳୟ ଉଦ୍ଘାଟନ ବେଳେ ଏପରି କହିଲେ ଭକ୍ତ ଦାସ April 13, 2026
ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା January 4, 2026
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ August 19, 2025