• About
  • Advertise
  • Privacy & Policy
  • Contact
Tuesday, April 14, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

୧୯ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ: ଆଜି ୪୫ ଡିଗ୍ରୀ ଛୁଇଁପାରେ ତାତି….

OD Times by OD Times
April 14, 2026
in Uncategorized
0
0
SHARES
0
VIEWS
Share on FacebookShare on Twitter

ଭୁବନେଶ୍ୱର, ୧୪/୦୪: ପ୍ରବଳ ଖରା ଆଉ ଭୀଷଣ ଗରମ । ଦିନ ଗୋଟାଏ ବେଳକୁ ଦେହ, ହାତ ପୋଡ଼ି ପକାଉଥିଲା । ତାତିର ଜ୍ୱାଳାରେ ମୁଣ୍ଡ ବୁଲାଇ ଦେଉଥିଲା । ଇଏ କିଛି ନୁହେଁ, ଆଗକୁ ଆହୁରି ଭୟାନକ ତାତି ଆସୁଛି ।ମଙ୍ଗଳବାର ଟିଟିଲାଗଡ଼ରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୪୩ ଡିଗ୍ରୀ ରହିବ । ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ ।ଦିନ ତାପମାତ୍ରା ଆହୁରି ବଢ଼ିବ । ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଭାଗ ତାତିକୁ ନେଇ ପୂର୍ବାନୁମାନ ଜାରି କରିବା ସହ ଏଭଳି ସତର୍କ କରାଇଛି । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତାତିରେ କଲବଲ ହେବ । ଉପକୂଳ ଅଞ୍ଚଳରେ ଅପେକ୍ଷାକୃତ କମ୍ ତାତି ଅନୁଭୂତ ହେଲେ ବି ୪୦ ଡିଗ୍ରୀ ପାଖାପାଖି ରହିବ । ଏଠାରେ ଗରମସାଙ୍ଗକୁ ଭୀଷଣ ଗୁଳୁଗୁଳି ହୋଇପାରେ ।

ବୁଧବାର(୧୫ ତାରିଖ) ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିପାରେ । ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ସୋନପୁରରେ ୪୩, ବୌଦ୍ଧରେ ୪୨, ନୂଆପଡ଼ା, ଭବାନୀପାଟଣା ଓ ବାରିପଦାରେ ୪୧ ଡିଗ୍ରୀ ରହିପାରେ ।

୧୬ ତାରିଖରେ ବି ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ଭାଜି ହେବ । ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିବାର ଆଶଙ୍କା ଅଛି । ଏହାର ୪ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରହିପାରେ । ଅଧିକାଂଶ ସ୍ଥାନରେ ତାତି ୪୩ରୁ ୪୫ ଡିଗ୍ରୀ ପାଖାପାଖି ରହିବ । ୧୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ଯୋଗୁ ତତଲା ପବନ ବହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳିବନି ।

ସୋମବାର ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୦.୮, ସମ୍ବଲପୁର, ହୀରାକୁଦ ଓ ଭବାନୀପାଟଣାରେ ୪୦.୪, ବଲାଙ୍ଗୀରରେ ୪୦.୨, ସୋନପୁର ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ତେବେ ଛୋଟ ପିଲା, ବରିଷ୍ଠ ନାଗରିକ, ଅସୁସ୍ଥ ଥିବା ଲୋକେ ଖରାରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅନ୍ୟମାନେ ଖରାରୁ ରକ୍ଷା ପାଇଁ ଛତା ବ୍ୟବହାର କରିବା ସହ ମୁଣ୍ଡକୁ କପଡ଼ାରେ ଘୋଡ଼ାଇବା ସହ ହାଲୁକା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Previous Post

ବିଜେଡି କଂଗ୍ରେସ ମେଣ୍ଟ ହୋଇପାରେ: ଭକ୍ତ-ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତିଙ୍କ ବଡ଼ ସୂଚନା-‘ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ’-‘ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ’-‘ଏଆଇସିସି ଯଦି ନିଷ୍ପତ୍ତି ନିଏ , ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ’-ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟଳୟ ଉଦ୍‌ଘାଟନ ବେଳେ ଏପରି କହିଲେ ଭକ୍ତ ଦାସ

Next Post

ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ…

OD Times

OD Times

Next Post

ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ…

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

#ଦଣ୍ଡ_ନାଚଦଣ୍ଡ ନାଚ ଓଡ଼ିଶାର ଏକ ଅତି ପ୍ରାଚୀନ ଏବଂ ପ୍ରସିଦ୍ଧ ଲୋକକଳା ତଥା ଧାର୍ମିକ ପର୍ବ। ଏହା ମୁଖ୍ୟତଃ ଚୈତ୍ର ମାସରେ (ମାର୍ଚ୍ଚ-ଏପ୍ରିଲ୍) ପାଳନ କରାଯାଇଥାଏ। ଦଣ୍ଡ ନାଚର ମୂଳ ଉତ୍ପତ୍ତିସ୍ଥଳ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ବୋଲି ଗ୍ରହଣ କରାଯାଏ। ବିଶେଷ କରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଏବଂ ବଲାଙ୍ଗୀର ଅଞ୍ଚଳରେ ଏହା ବହୁଳ ଭାବରେ ପ୍ରଚଳିତ। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ନାଚ ସବୁଠାରୁ ଅଧିକ ପ୍ରସିଦ୍ଧ।

April 14, 2026

ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ…

April 14, 2026

୧୯ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ: ଆଜି ୪୫ ଡିଗ୍ରୀ ଛୁଇଁପାରେ ତାତି….

April 14, 2026

ବିଜେଡି କଂଗ୍ରେସ ମେଣ୍ଟ ହୋଇପାରେ: ଭକ୍ତ-ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତିଙ୍କ ବଡ଼ ସୂଚନା-‘ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ’-‘ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ’-‘ଏଆଇସିସି ଯଦି ନିଷ୍ପତ୍ତି ନିଏ , ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ’-ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟଳୟ ଉଦ୍‌ଘାଟନ ବେଳେ ଏପରି କହିଲେ ଭକ୍ତ ଦାସ

April 13, 2026

Recent News

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

#ଦଣ୍ଡ_ନାଚଦଣ୍ଡ ନାଚ ଓଡ଼ିଶାର ଏକ ଅତି ପ୍ରାଚୀନ ଏବଂ ପ୍ରସିଦ୍ଧ ଲୋକକଳା ତଥା ଧାର୍ମିକ ପର୍ବ। ଏହା ମୁଖ୍ୟତଃ ଚୈତ୍ର ମାସରେ (ମାର୍ଚ୍ଚ-ଏପ୍ରିଲ୍) ପାଳନ କରାଯାଇଥାଏ। ଦଣ୍ଡ ନାଚର ମୂଳ ଉତ୍ପତ୍ତିସ୍ଥଳ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ବୋଲି ଗ୍ରହଣ କରାଯାଏ। ବିଶେଷ କରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଏବଂ ବଲାଙ୍ଗୀର ଅଞ୍ଚଳରେ ଏହା ବହୁଳ ଭାବରେ ପ୍ରଚଳିତ। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ନାଚ ସବୁଠାରୁ ଅଧିକ ପ୍ରସିଦ୍ଧ।

April 14, 2026

ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ…

April 14, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.