Uncategorized କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ। କଟକ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ। ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ଖାଦ୍ୟରେ ନିଶା ଦେଇ ଅଚେତ ପରେ ଦୁଷ୍କର୍ମ କରିଥିଲେ। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ମାଷ୍ଟର୍ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। April 17, 2026
Uncategorized ନେପାଳ ରାଜନୀତିରେ ବଡ଼ ବିପ୍ଳବ! ବାଲେନ୍ ଶାହାଙ୍କ ୬ଟି ଐତିହାସିକ ସଂସ୍କାର ଘୋଷଣା।ନେପାଳର ଚର୍ଚ୍ଚିତ ନେତା ବାଲେନ୍ ଶାହାଙ୍କ ନୂତନ ଶାସନ ବ୍ୟବସ୍ଥାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ସାଧାରଣ ଜନତାଙ୍କ ସୁବିଧା ଏବଂ ପ୍ରଶାସନିକ ସ୍ୱଚ୍ଛତା ପାଇଁ ସେ କିଛି ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି, ଯାହା ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ସାଜିପାରେ। April 17, 2026
Uncategorized ତେଜରାତି ଆଇଟମରେ ଚଡ଼କ, ସାବୁନରୁ ବିସ୍କୁଟ୍, ରେଟ୍ ହେବ ଆକାଶଛୁଆଁ କିନ୍ତୁ ଛୋଟ ହୋଇଯିବ ପ୍ୟାକେଟ୍ April 16, 2026
ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା January 4, 2026
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ August 19, 2025