
⭕ପୱନ ଖେରାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଆଗୁଆ ଜାମିନରେ ଲଗାଇଲେ ରୋକ, ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ
⭕କଂଗ୍ରେସ ନେତା ପୱନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ⭕ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରା ଖେରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହି ମାମଲା ଆସାମ ପୁଲିସ ଦ୍ୱାରା ଦାୟର କରାଯାଇଥିବା ଏକ ଏଫ୍ଆଇଆର୍ ସହିତ ଜଡିତ।




