ପୁଣି ହର୍ମୁଜ ବନ୍ଦ June 21, 2026 OD Times ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ MoU ଉଲ୍ଲଙ୍ଘନ ଅଭିଯୋଗ ଆଣି ପୁଣି ବନ୍ଦ କଲା ହର୍ମୁଜ ଲେବାନନ୍ ଉପରେ ଇସ୍ରାଏଲ୍ର ପୁଣି ଆକ୍ରମଣକୁ ବିରୋଧ ଇସ୍ରାଏଲ୍ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବା ସୂଚନା ଯଦି ଆକ୍ରମଣ ଜାରି ରୁହେ ପରବର୍ତ୍ତୀ ପଦକ୍ଷେପ ନେଇ ଚେତାବନୀ