
ଅଭିଯୋଗ_ଭିତ୍ତିହୀନ: ଶରଣକୂଳ IIC
ନୟାଗଡ଼: ଶରଣକୂଳ IICଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଘଟଣା
`ଅର୍ଗସ’କୁ ଶରଣକୂଳ IIC ସୁଜିତ ଦାସଙ୍କ ପ୍ରଥମ ପ୍ରତିକ୍ରିୟା
ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ IIC ସୁଜିତ୍ କୁମାର
ତାଙ୍କ କଥା ପୂରା ନହେବାରୁ ମହିଳା ଜଣଙ୍କ ଏମତି କରିଛନ୍ତି
ମୋତେ ହାରାସ କରିବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତି
ତଦନ୍ତରେ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବି
ସତ୍ୟ ଉନ୍ମୋଚନ ପାଇଁ ସାହାଯ୍ୟ କରିବି କହିଲେ ସୁଜିତ
ଅଭିଯୋଗ ଉପରେ IICଙ୍କୁ ଆଜି ଜେରା କରିବେ ତଦନ୍ତକାରୀ ଟିମ୍