ଲକ୍ଷ୍ମୀ ବସ୍‌ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର

ଲକ୍ଷ୍ମୀ ବସ୍‌ ଯୋଜନାର ଖୋଳତାଡ଼…

  • ଲକ୍ଷ୍ମୀ ବସ୍‌ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର
  • ଯୋଜନାରେ ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ
  • ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି, ମାଗଣା ଯାତ୍ରା ବାବଦରେ ମଗାଗଲା ତଥ୍ୟ
  • ବାଣିଜ୍ୟ ଓ ପରିବହନ ବିଭାଗକୁ ମଗାଗଲା ସ୍ପଷ୍ଟୀକରଣ
  • ଯୋଜନାର ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ୍

Related posts

Leave a Comment