କାଲିଠୁଘରଘର_ବୁଲିବେ_BLO

ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ପ୍ରେସ୍‌ମିଟ୍
କାଲିଠୁ ଓଡ଼ିଶାରେ SIR: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
SIR ପ୍ରକ୍ରିୟା ଜୁନ୍ ୨୮ ଯାଏଁ ଚାଲିବ: CEO
୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ଗଣନା କରିବେ BLO
ସକାଳେ ଘର ଘର ବୁଲି ଗଣନା କରିବେ BLO
୯୫ ପ୍ରତିଶତ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ସରିଛି
୧୭ ପ୍ରତିଶତ ଲଜିକାଲ୍ ଏରର ବାହାରିଛି: CEO
ମ୍ୟାପିଂ ସରିଥିବା ଭୋଟର ନିଜ ଫଟୋ ଓ ଦସ୍ତଖତ କରିବେ
ଭୋଟର ଚାହିଁଲେ ନୂଆ ଫଟୋ ଦେଇପାରିବେ
ସମସ୍ତ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ: CEO

Related posts

Leave a Comment