ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଜାରି ରହିବ ବିଜେଡିର ଆନ୍ଦୋଳନ

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସାରା ରାଜ୍ୟରେ ଜାରି ରହିବ ବିଜେଡିର ଆନ୍ଦୋଳନ।

ଓଡ଼ିଶାର ୨ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣରୁ ବଞ୍ଚିତ।

ଧାନ କିଣା ବିପର୍ଯ୍ୟସ୍ତ ଯୋଗୁଁ ଲ୍ୟାମ୍ପସ, ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି ଚାଷୀ।

ସରକାର ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବଳି ପଡୁଛନ୍ତି ନିରୀହ ଚାଷୀ।

Related posts

Leave a Comment