୩ଇଂଜିନିୟରସସ୍ପେଣ୍ଡ

ଦୁର୍ନୀତି ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ
ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ
ବରଗଡ଼ ଜଳସେଚନ ଡିଭିଜନର SE ମଦନ ସେଠୀ ସସ୍ପେଣ୍ଡ
ଭେଡେନ ଜଳସେଚନ ସବ ଡିଭିଜନର AEE ରାଜ୍କୁମାର ମିଶ୍ର ସସ୍ପେଣ୍ଡ
ବରଗଡ଼ କେନାଲ ସେକ୍ସନର AE ରଞ୍ଜନ ପଟେଲ ନିଲମ୍ବିତ
ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବନ କଲା ଜଳ ସମ୍ପଦ ବିଭାଗ