ମୁଖ୍ୟମନ୍ତ୍ରୀଠିକ୍ ସମୟରେଠିକ୍ ନିଷ୍ପତ୍ତି_ନେଲେ : ମନମୋହନ ସାମଲ

  • ଧାମ’ ଶବ୍ଦ ହଟାଇବାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା
  • ଧାମ’ ଶବ୍ଦକୁ ନେଇ ଭକ୍ତଙ୍କ ଭିତରେ ଥିଲା ଘୋର ଅଶାନ୍ତି
  • ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଲେ
  • ପୂର୍ବ ସରକାର ଚିଠି ପାଇ ବି ଚୁପ୍ ଥିଲେ, ବିଜେପି ଆସିବା ପରେ କାମ ହେଲା
  • ଏଇଟା କେବଳ ଶବ୍ଦ ନୁହେଁ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ
  • ପଦକ୍ଷେପ ପରେ ସାରା ବିଶ୍ୱର ଭକ୍ତ ଖୁସି

Related posts

Leave a Comment