RBI ସୁନା ବିକ୍ରି ଖବର ଗୁଜବ…

-RBI ସୁନା ବିକ୍ରି ଖବରକୁ ମିଛ ବୋଲି ସ୍ପଷ୍ଟୀକରଣ ରଖିଲେ କର୍ତ୍ତୃପକ୍ଷ
-ମାସିକିଆ ବୁଲେଟିନ୍‌ ଜରିଆରେ RBI ସର୍ବଦା ଏନେଇ ସ୍ପଷ୍ଟ କରିଥାଏ
-RBI ୱେବସାଇଟ୍‌ରେ ମଧ୍ୟ ଏବାବଦ ତଥ୍ୟ ଉପଲବ୍ଧ ରହିଛି
-ଫିଜିକାଲ ଷ୍ଟକ୍‌ ୮୮୦.୫୨ ଟନ୍‌ ସୁନା RBI ପାଖରେ ମହଜୁଦ ରହିଛି
-କେବଳ RBI ତଥ୍ୟ ଉପରେ ଭରସା ରଖିବା ପାଇଁ ପରାମର୍ଶ ଜାରି

Related posts

Leave a Comment