ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି

-ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର-ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ CBSE ଅଧ୍ୟକ୍ଷ-୨୦୦୧ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଶାନ୍ତ ସୀତାରାମ-ରାହୁଲ ସିଂଙ୍କ ବଦଳି ପରେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତି

Read More

ଅପପୁଷ୍ଟି ଲଢେଇ: ପିଲାଙ୍କୁ ଦୈନିକ ୧୮ଟଙ୍କା

-ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ-ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର-ଜଳଖିଆ ଖର୍ଚ୍ଚ ୮ରୁ ୧୨ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ-ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ୬ ଟଙ୍କାକୁ ମିଶାଇ ୧୮ ଟଙ୍କା ଦିଆଯିବ-ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରରେଟ ଅଛନ୍ତି’-ଶିଶୁର ପ୍ରଥମ ୧୦୦୦ ଦିନ ପୋଷଣ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ-‘ଏହା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ଯୁକ୍ତ କରିବାରେ ସହାୟକ ହେବ’

Read More

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ବିବାହ ପରେ ବି ଝିଅ ନିଜ ପରିବାରର ସଦସ୍ୟ, ସରକାରୀ ଯୋଜନାରୁ କରାଯିବନି ବଞ୍ଚିତ

ବିବାହିତ ଝିଅଙ୍କ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଏକ ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବିବାହ ପରେ ମଧ୍ୟ ଝିଅ ତାଙ୍କ ପିତାମାତାଙ୍କ ପରିବାରର ସଦସ୍ୟ ହୋଇ ରହିଥାଏ। ତାଙ୍କ ବୈବାହିକ ସ୍ଥିତି ଆଧାରରେ ତାଙ୍କୁ ଏହି ଅଧିକାରରୁ ବାଦ ଦେବା ଅସାମ୍ବିଧାନିକ ଏବଂ ଲିଙ୍ଗଗତ ବୈଷମ୍ୟ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିବାହ ଝିଅଙ୍କୁ ତାଙ୍କ ପିତାମାତାଙ୍କ ପରିବାରରୁ ଅଲଗା କରେ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିବାହ ନା ଝିଅ ଏବଂ ତାଙ୍କ ପିତାମାତାଙ୍କ ମଧ୍ୟରେ ଦୃଢ଼ ବନ୍ଧନକୁ ଭାଙ୍ଗିଥାଏ ନା ପରିବାରର ପରିଭାଷାରୁ ତାଙ୍କୁ ବାଦ ଦେବା ପାଇଁ ଏକ ବୈଧ ଆଧାର ପ୍ରଦାନ କରେ। ବିଚାରପତି ପି.ଏସ୍. ନରସିଂହ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ…

Read More

RBI ସୁନା ବିକ୍ରି ଖବର ଗୁଜବ…

-RBI ସୁନା ବିକ୍ରି ଖବରକୁ ମିଛ ବୋଲି ସ୍ପଷ୍ଟୀକରଣ ରଖିଲେ କର୍ତ୍ତୃପକ୍ଷ-ମାସିକିଆ ବୁଲେଟିନ୍‌ ଜରିଆରେ RBI ସର୍ବଦା ଏନେଇ ସ୍ପଷ୍ଟ କରିଥାଏ-RBI ୱେବସାଇଟ୍‌ରେ ମଧ୍ୟ ଏବାବଦ ତଥ୍ୟ ଉପଲବ୍ଧ ରହିଛି-ଫିଜିକାଲ ଷ୍ଟକ୍‌ ୮୮୦.୫୨ ଟନ୍‌ ସୁନା RBI ପାଖରେ ମହଜୁଦ ରହିଛି-କେବଳ RBI ତଥ୍ୟ ଉପରେ ଭରସା ରଖିବା ପାଇଁ ପରାମର୍ଶ ଜାରି

Read More