ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି

-ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର
-ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ CBSE ଅଧ୍ୟକ୍ଷ
-୨୦୦୧ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଶାନ୍ତ ସୀତାରାମ
-ରାହୁଲ ସିଂଙ୍କ ବଦଳି ପରେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତି

Related posts

Leave a Comment