ମହିଳା ୱାସ୍‌ ରୁମରେ ସିକ୍ରେଟ୍‌ କ୍ୟାମେରା

ମହିଳା ୱାସ୍‌ ରୁମରେ ସିକ୍ରେଟ୍‌ କ୍ୟାମେରା

  • ଜଗତସିଂହପୁର: ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍‌ ରୁମରେ ସିକ୍ରେଟ କ୍ୟାମେରା
  • ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ
  • ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା; ପୋଲିସ ତଦନ୍ତ ଆରମ୍ଭ
  • ପୋଲିସ କ୍ୟାମେରାଟିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି
  • ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଲ୍ଲା ପରିଷଦ ସଭାପତି

Related posts

Leave a Comment