ବେଙ୍ଗଲରେ୫ଟଙ୍କାରେଭାତମାଛ_ମିଲ୍*
*👉ବେଙ୍ଗଲରେ_୫_ଟଙ୍କାରେ_ଭାତ_ମାଛ_ମିଲ୍*- ପଶ୍ଚିମବଙ୍ଗରେ ୫ ଟଙ୍କାରେ ଭାତ-ମାଛ ମିଲ୍ ପାଇଁ ନୂଆ ସରକାରଙ୍କ ଘୋଷଣା- ୪ ଶହ ସ୍ବତନ୍ତ୍ର କ୍ୟାଣ୍ଟିନ ଯୋଗେ ୫ ଟଙ୍କିଆ ମିଲ୍ ଦେବାକୁ ଘୋଷଣା- ଆସନ୍ତା ୨୭ରେ ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମାସିକ ୩ ହଜାର- ଶିକ୍ଷାନୁଷ୍ଠାନର ୧ କିମି ପରିଧିରେ ମଦ କାଉଣ୍ଟର ରହିବନି- ଶୁଭେନ୍ଦୁ ଅଧିକାରୀ
Read More