ଗୁଜରାଟ ଅହମ୍ମଦାବାଦରେ ବାଣ କାରଖାନାରେ ବିସ୍ଫୋରଣ: 8 ମୃତ, 9 ଗୁରୁତର
ଗୁଜରାଟର ଅହମ୍ମଦାବାଦର ରାମୋଲ-ଗାତ୍ରଦ ରୋଡ୍ ସ୍ଥିତ ଏକ ବାଣ ତିଆରି କାରଖାନାରେ ଶନିବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଗୁରୁତର ହୋଇଛନ୍ତି। କିପରି ଘଟିଲା ଅଘଟଣ ଅପରାହ୍ନ ପ୍ରାୟ 3ଟା 30 ମିନିଟ୍ ସମୟରେ ମେହମଦପୁରା ଅଞ୍ଚଳର “ଟ୍ୟାଲେଣ୍ଟ” ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ସହ ନିଆଁ ଲାଗିଯାଇଥିଲା। କାରଖାନା ଭିତରେ ଗଚ୍ଛିତ ଥିବା ବିସ୍ଫୋରକ ଯୋଗୁଁ ନିଆଁ ଭୟାବହ ରୂପ ଧାରଣ କରିଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ କାରଖାନାଟି ଜଳିପୋଡ଼ି ରାଖ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ RAF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯବାନମାନେ ବିଲ୍ଡିଂ ମଧ୍ୟରୁ 8 ଜଣଙ୍କର ମୃତଦେହ ଉଦ୍ଧାର କରିବା ସହ ଭିତରେ ଫସି ରହିଥିବା ଓ ଆହତ…
Read More