ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ

ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ । ମୃତକ ଜଣକ ହେଲେଘଡ଼ିଆମାଳ ଗାଁର ଦୈତାରୀ ସେଠିଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠି।ମନୋରଞ୍ଜନ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବଢିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲେ । ହଠାତ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡିବା କାରଣରୁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ… -ବୌଦ୍ଧ: ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା-ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ-ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା-ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର; ମାଫିଆ ଫେରାର

Read More

ଇରାନରେ ଚାଲିଥିବା ସରକାର ବିରୋଧୀ ପ୍ରଦର୍ଶନ ଏବେ କେବଳ ରାଜନୀତିରେ ସୀମିତ ହୋଇ ରହିନାହିଁ, ବରଂ ଏହା ଧର୍ମ, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ସାଂସ୍କୃତିକ ପରିଚୟକୁ ନେଇ ଏକ ବଡ଼ ବିତର୍କର ରୂପ ନେଇଛି। କଠୋର ସାମାଜିକ ନିୟମ ଏବଂ ଅର୍ଥନୈତିକ ସଙ୍କଟ କାରଣରୁ ଅନେକ ଲୋକ ନିଜର ପାରମ୍ପରିକ ଧାର୍ମିକ ବିଶ୍ୱାସରୁ ଦୂରେଇ ଯାଇ ନୂଆ ବିଚାରଧାରା ଆପଣାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଇରାନର ଏହି ବୈଚାରିକ ବିପ୍ଳବର ପ୍ରଭାବ ଏବେ ଭାରତରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି, ଯେଉଁଠାରେ କେରଳରୁ ଆରମ୍ଭ ହୋଇଥିବା ‘ଏକ୍ସ-ମୁସଲିମ୍’ (Ex-Muslim) ମୁଭମେଣ୍ଟ ଧୀରେ ଧୀରେ ସକ୍ରିୟ ହେଉଛି ଏବଂ ଦାବି କରାଯାଉଛି ଯେ ପ୍ରାୟ ୧ କୋଟି ଲୋକ ନିଜର ଧର୍ମ ତ୍ୟାଗ କରିସାରିଲେଣି। 🛑 ଧର୍ମ ଏବଂ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ସାରା ବିଶ୍ୱରେ ଆସୁଥିବା…

Read More

ଜେଲ୍‌ରେ ଚାମେଲି ଅସୁସ୍ଥ ମେଡିକାଲରେ ଭର୍ତ୍ତି

ଜେଲ୍‌ରେ ଚାମେଲି ଅସୁସ୍ଥ ମେଡିକାଲରେ ଭର୍ତ୍ତି… – କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝା ଜେଲ୍ ଯିବା ଘଟଣା– ଜେଲ୍‌ରେ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Read More

ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ

ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ… – ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର– ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ– ସ୍ଥଳସେନା ମୁଖ୍ୟ ଭାବେ ଆସନ୍ତା ୩୦ରେ ଦାୟିତ୍ଵ ନେବେ– ଜେନେରାଲ୍ ଉପେନ୍ଦ୍ର ଦ୍ଵିବେଦୀଙ୍କଠାରୁ ଦାୟିତ୍ଵ ନେବେ ଧୀରଜ ସେଠ୍– ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଦାୟିତ୍ବରେ ରହିବେ– ଏବେ ଉପସେନା ମୁଖ୍ୟ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌

Read More

DG ପଦବୀ ପାଇଁ ୩୩ IPS ମନୋନୀତ…

-DG ପଦବୀ ପାଇଁ ଦେଶର ୩୩ଜଣ ବରିଷ୍ଠ IPS ମନୋନୀତ-କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ-ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍-IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ-୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେ DG ପଦବୀ ପାଇଁ ୩୩ IPS ମନୋନୀତ… -DG ପଦବୀ ପାଇଁ ଦେଶର ୩୩ଜଣ ବରିଷ୍ଠ IPS ମନୋନୀତ-କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ-ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍-IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ-୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେ

Read More

CBT_ମୋଡ୍‌ରେହେବରେଲୱେ_ପରୀକ୍ଷା

CBT_ମୋଡ୍‌ରେହେବରେଲୱେ_ପରୀକ୍ଷା-ରେଲୱେ ପରୀକ୍ଷା CBT ମୋଡ୍‌ରେ କରିବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା-RRBର ନିଯୁକ୍ତି ପ୍ରକ୍ରିୟା ସମୀକ୍ଷା ପରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା-‘ଅଧିକ ସ୍ୱଚ୍ଛତା, ସଠିକତା ଏବଂ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ‘-ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ହେବ’-ଟାବଲେଟ୍-ଆଧାରିତ ପରୀକ୍ଷାକୁ ବିସ୍ତାର କରିବ ରେଲୱେ- ମନ୍ତ୍ରୀ‘-୨୦୨୫-୨୬ରେ ୪୩ ହଜାର ୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି ରେଲୱେ’-‘ସେଥିମଧ୍ୟରୁ ୧୮୭୯୯ ସହାୟକ ଲୋକୋ ପାଇଲଟ୍,୧୪୨୯୮ ଟେକ୍ନିସିଆନ୍ ଅଛନ୍ତି’

Read More

NEET (UG) ପରୀକ୍ଷାର ସମୟ ଅବଧି ବଢ଼ାଇଲା NTA

NEET (UG) ପରୀକ୍ଷାର ସମୟ ଅବଧି ବଢ଼ାଇଲା NTA-ପରୀକ୍ଷା ସମୟ ୧୮୦ ମିନିଟ୍‌ରୁ ବଢ଼ି ୧୯୫ ମିନିଟ୍‌ ହେଲା-ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ-୨୧ ତାରିଖ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ହେବ ପରୀକ୍ଷା-ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବଡ଼ ଘୋଷଣା

Read More

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ-ହିତାଧିକାରୀଙ୍କୁ ଏଣିକି ୫ କିଲୋ ବଦଳରେ ମିଳିବ ୧୦ କିଲୋ ଚାଉଳ-୩.୨୮ କୋଟିରୁ ଅଧିକ ହିତାଧିକାରୀ ହେବେ ଉପକୃତ-୮,୮୧୩ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବ ଯୋଜନା-ଶିଶୁ ଅପପୃଷ୍ଟି ଓ ଅନାହାର ରୋକିବା ଲକ୍ଷ୍ୟ-୫୭୪ କୋଟି ବ୍ୟୟରେ ଜନାଶ୍ରୟ କୋଠା ନିର୍ମାଣ ଘୋଷଣା

Read More