LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା

-LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା
-କମର୍ସିଆଲ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି
-କମର୍ସିଆଲ LPG ଯୋଗାଣ ଉପରେ ଥିବା ସମସ୍ତ କ୍ଷେତ୍ରଭିତ୍ତିକ କଟକଣା ହଟାଇଲେ କେନ୍ଦ୍ର ସରକାର
-ପଶ୍ଚିମ ଏସିଆ ସଙ୍କଟ ପୂର୍ବର ଯୋଗାଣ ସ୍ତରକୁ ପୁନଃସ୍ଥାପିତ କରାଯାଇଛି
-BULK LPG ଯୋଗାଣ ଉପରେ ଲାଗିଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି
-ଘରୋଇ LPG ଯୋଗାଣ ପ୍ରଭାବିତ ନ ହେବା ସହ ସର୍ବନିମ୍ନ ଦୈନିକ ଉତ୍ପାଦନ 40 TMT ବଜାୟ ରଖାଯିବ