ରାଜଧାନୀରେ ଜଳିଗଲା କାର୍

-ଭୁବନେଶ୍ବର ସ୍ଥିତ ପାଲ ହାଇଟ୍ସ ଛକ ଉପରେ ଜଳିଗଲା କାର୍-ସେଭେନ ସିଟର କାର୍‌ରେ ନିଆଁ, ଭୟରେ ଗାଡି ଛାଡିଲେ ଯାତ୍ରୀ-ଏସି କମ୍ପ୍ରେସର ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା-ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି-ଜୟଦେବ ବିହାରରୁ ଜାଭିୟର ଛକ ଯାଏ ଟ୍ରାଫିକ ଜାମ

Read More

ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ

ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ….ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ….ଗିରଫ ଅଭିଯୁକ୍ତ ଜଣଙ୍କ ବିଶାଖାପାଟଣାର ବରଦା ସୁଧୀର…ନିଜକୁ ଭୁବନେଶ୍ୱରର ସବ୍ କଲେକ୍ଟର କହି ଭୂଆଁ ବୁଲାଉଥିଲା

Read More

୧ ଟଙ୍କା ପାଇଁ କଣ୍ଡକ୍ଟର ନିଲମ୍ୱିତ

-କୋଇଡ଼ା: ୧ ଟଙ୍କା ନ ଦେବାରୁ ବସ୍‌ରୁ ବୃଦ୍ଧ, ବୃଦ୍ଧାଙ୍କୁ ଓହ୍ଲାଇ ଦେବା ଘଟଣା-‘ମୁଖ୍ୟମନ୍ତ୍ରୀ ବସ୍‌ କଣ୍ଡକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କଲା ପ୍ରଶାସନ-ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ କମିଟି ଗଠନ-ବିଡିଓ, ତହସିଲଦାର, ୨ ଆଇଆଇସି ଓ ସରପଞ୍ଚଙ୍କୁ ନେଇ କମିଟି-୪୧ ଟଙ୍କା ବଦଳରେ ୪୦ ଟଙ୍କା ଦେବାରୁ ଧକ୍କା ମାରି ବସ୍‌ରୁ ଓହ୍ଲାଇ ଦେଇଥିଲେ

Read More

ପୁରୀ ଶ୍ରୀମନ୍ଦିରକୁ ଧସେଇ ପଶିଲେ ଜିଲ୍ଲା ଓକିଲ ସଂଘ।

–ପୁରୀ ଶ୍ରୀମନ୍ଦିରକୁ ଧସେଇ ପଶିଲେ ଜିଲ୍ଲା ଓକିଲ ସଂଘ-ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ-ଜଗା ଦର୍ଶନରୁ ପୁରୀବାସୀଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରି ଧସେଇ ପଶିଲେ

Read More

ଗ୍ୟାସ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

-ତେଲକୋଇ: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି-ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ-ମୃତ ଯୁବତୀ ପିଟାନାଳୀ ଗ୍ରାମର ହୋଇଥିବା ସୂଚନା

Read More

ସମସ୍ତ ତ୍ରୁଟି ବହି ପ୍ରତ୍ୟାହାର ହେବ

-ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା-ବଣ୍ଟା ଯାଇଥିବା ସମସ୍ତ ତ୍ରୁଟି ବହି ପ୍ରତ୍ୟାହାର ହେବ-ନୂଆ ବହି ଚପାଯାଇ ପିଲାଙ୍କୁ ବଣ୍ଟଯିବ କହିଲେ ସିଏମ୍

Read More

ସ୍କୁଲ ବହି ତ୍ରୁଟି: ୪ ନିଲମ୍ବିତ

-ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଆକ୍ସନ-କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ-ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ବିତ-୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ବି ନିଲମ୍ବିତ-୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ-ବନ୍ଦିତା ପଟ୍ଟନାୟକ, ମାନସ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ-ପ୍ରଶାନ୍ତ ସାହୁ, ମାନସ ନାୟକ, ସୁଦର୍ଶନ ସନ୍ତରାଙ୍କ ଉପରେ ଶୃଙ୍ଖଳାଗତ ଆକ୍ସନ-ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ

Read More

ନିଖୋଜ ଛାତ୍ର

କଣାସ ଥାନା ଅଂଚଳର ୮ମ ଶ୍ରେଣୀର ଛାତ୍ର ବିଶ୍ବଜିତ ଜେନା (୧୩)ଘରୁ ରାଗିକି ଲକ୍ଷ୍ମୀ ବସରେ ବସି ଡେଲାଙ୍ଗ ବାୟା ବଜାର ଠାରେ ଓହ୍ଲାଇ ଥିବା ପରିବାର ଲୋକ କହୁଥିବା ବେଳେ ଏପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ଚିନ୍ତାରେ ପଡିଛନ୍ତି। ଆଖପାଖ ବନ୍ଧୁବାନ୍ଧବ ଘର ଖୋଜି ନିରାଶ ହୋଇ ପଡିଛନ୍ତି।କୌଣସି ବ୍ଯକ୍ତି ବିଶ୍ବଜିତଙ୍କ ସମ୍ପର୍କରେ ଖବର ପାଅନ୍ତି। ଡେଲାଙ୍ଗ ଓ କଣାସ ଥାନା ହେଉକି ତାଙ୍କ ପରିବାର ଲୋକ ଫୋନ ନମ୍ବର 8093646389 କୁ ସୁଚନା ଦେବାକୁ ଅନୁରୋଧ

Read More

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ

-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବ୍‌ସିଡି ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

Read More