୧ ଟଙ୍କା ପାଇଁ କଣ୍ଡକ୍ଟର ନିଲମ୍ୱିତ

-କୋଇଡ଼ା: ୧ ଟଙ୍କା ନ ଦେବାରୁ ବସ୍‌ରୁ ବୃଦ୍ଧ, ବୃଦ୍ଧାଙ୍କୁ ଓହ୍ଲାଇ ଦେବା ଘଟଣା
-‘ମୁଖ୍ୟମନ୍ତ୍ରୀ ବସ୍‌ କଣ୍ଡକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କଲା ପ୍ରଶାସନ
-ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ କମିଟି ଗଠନ
-ବିଡିଓ, ତହସିଲଦାର, ୨ ଆଇଆଇସି ଓ ସରପଞ୍ଚଙ୍କୁ ନେଇ କମିଟି
-୪୧ ଟଙ୍କା ବଦଳରେ ୪୦ ଟଙ୍କା ଦେବାରୁ ଧକ୍କା ମାରି ବସ୍‌ରୁ ଓହ୍ଲାଇ ଦେଇଥିଲେ

Related posts

Leave a Comment