ରାଜଧାନୀରେ ଜଳିଗଲା କାର୍

-ଭୁବନେଶ୍ବର ସ୍ଥିତ ପାଲ ହାଇଟ୍ସ ଛକ ଉପରେ ଜଳିଗଲା କାର୍
-ସେଭେନ ସିଟର କାର୍ରେ ନିଆଁ, ଭୟରେ ଗାଡି ଛାଡିଲେ ଯାତ୍ରୀ
-ଏସି କମ୍ପ୍ରେସର ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା
-ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି
-ଜୟଦେବ ବିହାରରୁ ଜାଭିୟର ଛକ ଯାଏ ଟ୍ରାଫିକ ଜାମ