ଓଡ଼ିଶାରେ ୪ ବର୍ଷିଆ B.Ed (ITEP) ନାମଲେଖା ଆରମ୍ଭ

ଓଡ଼ିଶାରେ ୪ ବର୍ଷିଆ B.Ed (ITEP) ନାମଲେଖା ଆରମ୍ଭ | 4-Year Integrated B.Ed Admission SAMS Odisha
ରାଜ୍ୟରେ ନୂତନ ଶିକ୍ଷାନୀତି ଅନୁଯାୟୀ ୪ ବର୍ଷିଆ (ITEP) ତଥା ବି.ଏଡ୍ (Integrated B.Ed) ନାମଲେଖା ପାଇଁ SAMS ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
Last Date to Apply: ଆସନ୍ତା ଜୁଲାଇ ୫ ତାରିଖ ଯାଏଁ ପିଲାମାନେ ଆବେଦନ କରିପାରିବେ।
1st Merit List: ଜୁଲାଇ ୧୦ ତାରିଖରେ (First Merit List) ପ୍ରକାଶ ପାଇବ।
ଅଧିକ ତଥ୍ୟ ପାଇଁ odisha.gov.in/sams ୱେବସାଇଟ୍ visit କରନ୍ତୁ।