ଖସିଲା ତେଲ,ବଢ଼ିଲା ସୁନା

- ଇରାନ-ଆମେରିକା ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ତୈଳ ଦର
- ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର
- ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର ୮୪ ଡଲାରକୁ ଖସିଲା
- ବୃଦ୍ଧି ପାଇଛି ସୁନା ଓ ରୁପା ଦର, ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ସୁନା
- ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ଟଙ୍କାକୁ ବୃଦ୍ଧି
- ୧ କେଜି ରୁପା ଦର ୨ ଲକ୍ଷ ୮୦ ହଜାର ଟଙ୍କା ଛୁଇଁଲା