୧୬ଫୁଟଲମ୍ବରବଉଳା କୁମ୍ଭୀର ଉଦ୍ଧାର June 16, 2026June 16, 2026 OD Times ପଟ୍ଟାମୁଣ୍ଡାଇ: ୧୬ ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ ରାଜନଗର ଜରିମୂଳ ନିକଟରେ ଥିବା ନାଳରୁ ବଉଳା କୁମ୍ଭୀର ଉଦ୍ଧାର ଭିତରକନିକାରେ ଥିବା ନିଷିଦ୍ଧାଞ୍ଚଳ ନଦୀରେ ଛାଡ଼ିବାକୁ ନିଷ୍ପତ୍ତି ଦୀର୍ଘଦିନ ହେଲା ଆତଙ୍କ ଖେଳାଇଥିଲା କୁମ୍ଭୀର