୨୪ ମାସରେ ୧୨ବିଫଳତା: ରଣେନ୍ଦ୍ର

୨୪ ମାସରେ ୧୨ବିଫଳତା: ରଣେନ୍ଦ୍ର
-୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି
-ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରେସ୍ମିଟ୍
-‘ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ’
-‘୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି’
-‘ଚାଷୀଙ୍କୁ ୮୦୯ ଟଙ୍କା ଇନ୍ପୁଟ୍ ସବ୍ସିଡ୍ ଦେବେ ବୋଲି କହିଥିଲେ’
-ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ: ରଣେନ୍ଦ୍ର
-‘ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ’
-‘ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ’
-‘ଛାତ୍ର ସଂସଦ ନିର୍ବାଚନ ନେଇ କାହିଁକି ୟୁଟର୍ଣ୍ଣ ନେଲେ?’
-‘ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦେବା କୁଆଡ଼େ ଗଲା’
-‘ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢ଼ାଇ ତା’ପରେ ୟୁ ଟର୍ଣ୍ଣ’
-‘ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କଲେ, କହୁଛନ୍ତି ସ୍ଥଗିତ ରଖିଛୁ’
-‘ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ, ପରେ ପ୍ରତ୍ୟାହାର’