୨୪ ମାସରେ ୧୨ବିଫଳତା: ରଣେନ୍ଦ୍ର

୨୪ ମାସରେ ୧୨ବିଫଳତା: ରଣେନ୍ଦ୍ର -୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି-ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରେସ୍‌ମିଟ୍-‘ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ’-‘୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି’-‘ଚାଷୀଙ୍କୁ ୮୦୯ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ୍‌ ଦେବେ ବୋଲି କହିଥିଲେ’-ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ: ରଣେନ୍ଦ୍ର-‘ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ’-‘ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ’-‘ଛାତ୍ର ସଂସଦ ନିର୍ବାଚନ ନେଇ କାହିଁକି ୟୁଟର୍ଣ୍ଣ ନେଲେ?’-‘ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦେବା କୁଆଡ଼େ ଗଲା’-‘ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢ଼ାଇ ତା’ପରେ ୟୁ ଟର୍ଣ୍ଣ’-‘ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କଲେ, କହୁଛନ୍ତି ସ୍ଥଗିତ ରଖିଛୁ’-‘ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ, ପରେ…

Read More

ବସ ଧକାରେ ମହିଳା ମୃତ

Breaking News ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ସାରୁଅ ବଜଜାରରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ସ୍କୁଟି ପଛରୁ ପିଟିଲା ମିନାର ବସ । ବସ୍ ଧକାରେ ଜଣେ ମହିଳାଙ୍କ ମୃତ । ମହିଳା ଜଣକ ନିଜ ସ୍କୁଟିରେ ସାରୁଅରୁ ବାଘମାରି ଅଭିମୁଖେ ଯାଉଥିବା ସୂଚନା। ତେବେ ଏହି ଦୁର୍ଘଟଣାକୁ ନେଇ ଚାପା ଉତେଜନା ସୃଷ୍ଟି

Read More

ମୁହାଁମୁହିଁ ଦୁଇ ଟ୍ରେନ

ଝାରପଡା ରେଳ ବ୍ରିଜଠାରେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ୨ ଟ୍ରେନ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ୨ ଟ୍ରେନ୍‌। ଆଜି ସକାଳୁ ଭୁବନେଶ୍ବରର ଝାରପଡାସ୍ଥିତ ରେଳ ବ୍ରିଜ୍‌ ନିକଟରେ ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍‌ ଚାଲିଆସିଥିଲା। ତେବେ ଟ୍ରେନ୍‌ ଦୁଇଟିର ବେଗ କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।

Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ୨ଟି ଫାଇଲ୍ ଚୋରି ଅଭିଯୋଗ। ତଦନ୍ତ ଆରମ୍ଭ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ୨ଟି ଫାଇଲ୍ ଚୋରି ଅଭିଯୋଗ। ତଦନ୍ତ ଆରମ୍ଭ। ଲୋକସେବା ଭବନରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ। ଏତଲା ଆଧାରରେ ଘଟଣାର ତଦନ୍ତ ଜୋରଦାର । ଫାଇଲ୍ ଚୋରି ଘଟଣାକୁ ନେଇ ଚାଲିଛି ପଚରାଉଚରା।ଘଟଣାର ସମସ୍ତ ଦିଗକୁ ନେଇ ଯାଞ୍ଚ କରୁଛି ପୋଲିସ

Read More

ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଫାଇଲ୍‌ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ।

ନବୀନଙ୍କ ପାଖରୁ ଫାଇଲ୍‌ ଫେରିନି, ରାଜସ୍ବ ମନ୍ତ୍ରୀ।ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଫାଇଲ୍‌ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ।ନାଇଡୁ କମିଶନ ରିପୋର୍ଟ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ।ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି । ତତ୍‌କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି। ମାତ୍ର ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ ।ଯଦି ତତ୍‌କାଳୀନଙ୍କ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫେରିଥାନ୍ତା ପ୍ରମାଣ ରହିଥାନ୍ତା। ରାଜ୍ୟ ସରକାରଙ୍କ ହୃଦବୋଧ ହେଲା ଫାଇଲ୍‌ ଫେରିବା ସମ୍ଭାବନା କମ୍‌।-‘ଏହା ଭୁଲବଶତଃ ନୁହେଁ, ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୋଇଛି।ତେଣୁ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା କରିଛନ୍ତି।ତଦନ୍ତ ଆରମ୍ଭ ହେଲେ ଫାଇଲ୍‌ ମିଳିବ। ରାଜ୍ୟ ସରକାର ସାର୍ବଜନୀନ କରିବେ।

Read More