ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଖବର…

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଖବର…
ରାଜ୍ୟ ସରକାର ଜାରି କଲେ ଆଡଭାଇଜରି…
-ପ୍ରି ଓ ପୋଷ୍ଟ ମେଡିକାଲ ଖର୍ଚ୍ଚ ଆଦାୟ ନ କରିବାକୁ ନିର୍ଦେଶ
-ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ
-ଆଡମିଟ୍ର ୩ ଦିନ ପୂର୍ବର ଟେଷ୍ଟର ଖର୍ଚ୍ଚ କାର୍ଡରେ କଭର ହେବ
-ଡିସ୍ଚାର୍ଜ ପରେ ୧୫ ଦିନ ଯାଏ ପରାମର୍ଶ, ଔଷଧ ନିଶୁଳ୍କ ମିଳିବ
-ଡାଇଗ୍ନୋଷ୍ଟିକ୍ ଓ ପୋଷ୍ଟ-ଅପରେଟିଭ୍ କେୟାର ନିଶୁଳ୍କ ମିଳିବ
-ଏହି ସମସ୍ତ ସେବାର ଖର୍ଚ୍ଚ ପ୍ୟାକେଜରେ ସାମିଲ ରହିବ
-ହସ୍ପିଟାଲାରେ ଆଡ୍ମିଟ ସମ୍ବନ୍ଧୀୟ ଖର୍ଚ୍ଚ ରୋଗୀ ଦେବେନି
-ଡିସ୍ଚାର୍ଜ ପରେ ଆବଶ୍ୟକ ଫଲୋଅପ୍ ଭିଜିଟ୍ ଓ ପରୀକ୍ଷା ମାଗଣା ହେବ
-ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଆବଶ୍ୟକ ଔଷଧ ନିଶୁଳ୍କ ଭାବେ ଯୋଗାଇବାକୁ ବାଧ୍ୟ
-ଅପରେସନ ପରେ ଜଟିଳତା କିମ୍ବା ପୁଣି ଭର୍ତ୍ତି ଖର୍ଚ୍ଚ ପ୍ୟାକେଜ ମୂଲ୍ୟରେ ସାମିଲ ରହିବ
-ନିୟମ ଉଲ୍ଲଂଘନ କରୁଥିବା ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ