ଅପରାଧୀ ଚମ୍ପଟ…

-ଅନୁଗୁଳ: ପର୍ଯ୍ୟବେକ୍ଷଣ ଗୃହରୁ ବାଳ ଅପରାଧୀ ଚମ୍ପଟ-ମୋବାଇଲ୍ ଚୋରି ମାମଲାର ଅଭିଯୁକ୍ତ ବାଳ ଅପରାଧୀ ଚମ୍ପଟ-ପର୍ଯ୍ୟବେକ୍ଷଣ ଗୃହ ମୁଖ୍ୟ ଫାଟକ ଡେଇଁ ଚମ୍ପଟ ମାରିଲା-ଶୁକ୍ରବାର ମୋବାଇଲ୍ ଚୋରି ବେଳେ ଧରାପଡ଼ିଥିଲା

Read More

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଖବର…

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଖବର… ରାଜ୍ୟ ସରକାର ଜାରି କଲେ ଆଡଭାଇଜରି… -ପ୍ରି ଓ ପୋଷ୍ଟ ମେଡିକାଲ ଖର୍ଚ୍ଚ ଆଦାୟ ନ କରିବାକୁ ନିର୍ଦେଶ-ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ-ଆଡମିଟ୍‌ର ୩ ଦିନ ପୂର୍ବର ଟେଷ୍ଟର ଖର୍ଚ୍ଚ କାର୍ଡରେ କଭର ହେବ-ଡିସ୍‌ଚାର୍ଜ ପରେ ୧୫ ଦିନ ଯାଏ ପରାମର୍ଶ, ଔଷଧ ନିଶୁଳ୍କ ମିଳିବ-ଡାଇଗ୍ନୋଷ୍ଟିକ୍ ଓ ପୋଷ୍ଟ-ଅପରେଟିଭ୍ କେୟାର ନିଶୁଳ୍କ ମିଳିବ-ଏହି ସମସ୍ତ ସେବାର ଖର୍ଚ୍ଚ ପ୍ୟାକେଜରେ ସାମିଲ ରହିବ-ହସ୍ପିଟାଲାରେ ଆଡ୍‌ମିଟ ସମ୍ବନ୍ଧୀୟ ଖର୍ଚ୍ଚ ରୋଗୀ ଦେବେନି-ଡିସ୍‌ଚାର୍ଜ ପରେ ଆବଶ୍ୟକ ଫଲୋଅପ୍ ଭିଜିଟ୍ ଓ ପରୀକ୍ଷା ମାଗଣା ହେବ-ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଆବଶ୍ୟକ ଔଷଧ ନିଶୁଳ୍କ ଭାବେ ଯୋଗାଇବାକୁ ବାଧ୍ୟ-ଅପରେସନ ପରେ ଜଟିଳତା କିମ୍ବା ପୁଣି ଭର୍ତ୍ତି ଖର୍ଚ୍ଚ ପ୍ୟାକେଜ ମୂଲ୍ୟରେ ସାମିଲ ରହିବ-ନିୟମ ଉଲ୍ଲଂଘନ କରୁଥିବା ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ

Read More

ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି

ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍.. -ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି-ଆଜିଠୁ ସାରା ଦେଶରେ ନୂଆ ଦର ଲାଗୁ-ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା-ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା-ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ୯୪୨ ଟଙ୍କାକୁ ବୃଦ୍ଧି-ମାର୍ଚ୍ଚରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୬୦ ଟଙ୍କା ବୃଦ୍ଧି ହୋଇଥିଲା

Read More

ବୁରାତାଲ ଅଞ୍ଚଳରୁ ବ୍ରହ୍ମପୁର ପୋଲିସ ଦୁଇଟି ବାଘ ଚମଡ଼ା ଜବତ କରିବା ସହ ୨ ଅଭିଯୁକ୍ତ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ କେଶବା ଜମାଦାର ଓ ବୀରା ଜମାଦାର । ଏଥିସହ ଅଭିଯୁକ୍ତ କେଶବା ଜମାଦାରଙ୍କଠାରୁ ଦୁଇଟି ଜୀବନ୍ତ ହାତ ତିଆରି ବୋମା ଏବଂ ଅଭିଯୁକ୍ତ ବୀରା ଜମାଦାରଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରିଛି ପୁଲିସ।

Read More