NTA ପରିଚାଳିତ ପରୀକ୍ଷାରେ ତ୍ରୁଟି

ପୁଣି NTA ପରିଚାଳିତ ପରୀକ୍ଷାରେ ତ୍ରୁଟି
- ପୁଣି ଏକ ପରୀକ୍ଷା ପରିଚାଳନାରେ NTAର ତ୍ରୁଟି
- ଆଜିର CUET (UG) ୨୦୨୬ ପରୀକ୍ଷା ପରିଚାଳନାରେ ତ୍ରୁଟି
- ବୈଷୟିକ ତ୍ରୁଟି ପାଇଁ ଦୁଃଖପ୍ରକାଶ କଲା NTA
- ପ୍ରଥମ ସିଟିଂ ପରୀକ୍ଷା ବିଳମ୍ବିତ ହୋଇଥିବା ସୂଚନା
- ଦ୍ବିତୀୟ ସିଟିଂ ମଧ୍ୟ ଅପରାହ୍ଣ ୩ଟା ପରିବର୍ତ୍ତେ ୪ଟାରୁ ଆରମ୍ଭ