ପୁରୀ ସ୍ନାନଯାତ୍ରା ପାଇଁ କଡ଼ା ସୁରକ୍ଷା ଓ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା

-ପୁରୀ ସ୍ନାନଯାତ୍ରା ପାଇଁ କଡ଼ା ସୁରକ୍ଷା ଓ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା
-ଭୁବନେଶ୍ୱରରୁ ଆସୁଥିବା ଗାଡ଼ି ପାଇଁ ମାର୍କେଟ ଛକ, ସମୁଦ୍ର କୂଳ ଯାତ୍ରୀଙ୍କ ପାଇଁ ଦିଗବାରେଣୀରେ ପାର୍କିଂ
-ସମସ୍ତ ବସ୍‌ ମାଳତୀପାଟପୁରରେ, ସିଟି ବସ୍‌ ଶରଧାବାଲି ଓ ଟୁରିଷ୍ଟ ବସ୍‌ ତାଳବଣିଆରେ ରହିବ
-ସିଟି ରୋଡ୍‌ ଓ ଶ୍ରୀମନ୍ଦିର ସଂଯୋଗ ରାସ୍ତାରେ ଯାନ ଚଳାଚଳ ନିଷିଦ୍ଧ
-ସିଂହଦ୍ୱାର ଦେଇ ପ୍ରବେଶ, ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା
-ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ସିସିଟିଭି ନଜରଦାରି; ମୋଟ ୩୩୨ଟି ସିସିଟିଭି କ୍ୟାମେରା ମୁତୟନ
-ପ୍ରେସ୍‌ମିଟ୍‌ରେ ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା

Related posts

Leave a Comment