ସରିଲା INDIA ବ୍ଲକ୍ ବୈଠକ; ୫ ପ୍ରସ୍ତାବ ଉପରେ ମୋହର

-୨୦୨୪ ଲୋକସଭା ନିର୍ବାଚନ ପରେ ପ୍ରଥମ INDIA ବ୍ଲକ୍ ବୈଠକ
-୨୫ଟି ପାର୍ଟି ଯୋଗ ଦେଇଥିଲେ କହିଲେ AICC ମୁଖ୍ୟ ଖଡ୍ଗେ
-SIR, ଭୋଟ୍ ଲୁଟ୍ ଆଦି ନେଇ ପ୍ରଧାନ ବିଚାରପତିଙ୍କୁ ଚିଠି ପାଇଁ ନିଷ୍ପତ୍ତି
-NEET, CBSE ତ୍ରୁଟି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ସହମତି
-ସାମ୍ପ୍ରତିକ ଆର୍ଥିକ ସ୍ଥିତି ନେଇ ସର୍ବଦଳୀୟ ବୈଠକ ପ୍ରସ୍ତାବ ନେଇ ନିଷ୍ପତ୍ତି
-INDIA ବ୍ଲକ୍ର ନିଷ୍ପତ୍ତି ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି