ତୃଣମୂଳ କଂଗ୍ରେସ ଦଳର ୨୦ ଜଣ ଏମ୍ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ

-ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା
-ଦଳର ୨୦ ଜଣ ଏମ୍ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି
-କାକୋଲି ଦସ୍ତିଦାର କହିଛନ୍ତି, ତାଙ୍କ ସମେତ ୨୦ ଜଣ ଏମ୍ପି ଭାଜପା ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି
-ପୂର୍ବରୁ, ଦଳ ଭିତରେ ଫାଟ ହେବାର ଅନୁମାନ ମଧ୍ୟରେ ସୁଖେନ୍ଦୁ ରାୟ ଏବଂ କାକୋଲି ଦସ୍ତିଦାରଙ୍କ ନେତୃତ୍ୱରେ ୧୬ ଜଣ ଟିଏମସି ଏମ୍ପି ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ