ବାଲିଅନ୍ତା ପୂର୍ବତନ IICଙ୍କୁ NHRCର ଜେରା

-ସୌମ୍ୟ ହତ୍ୟା: ଚତୁର୍ଥ ଦିନରେ NHRC ଛାନଭିନ୍ ଜାରି
-ବାଲିଅନ୍ତା ଥାନାର ତତ୍କାଳୀନ IIC ଅନିଲ ପରିଡ଼ାଙ୍କୁ ଜେରା
-ଅଭିଯୋଗକାରିଣୀ ଯୁବତୀ ମଧ୍ୟ NHRCରେ ହାଜର
-ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି NHRC

Related posts

Leave a Comment