👉ବର୍ତ୍ତମାନର ସବୁଠୁ ବଡ଼ ଖବର BREAKING NEWS-
- ବ୍ରହ୍ମପୁର ରେଲୱେ ଷ୍ଟେସନରେ ୩୪ ନାବାଳକ ଉଦ୍ଧାର
- ଟ୍ରେନରୁ ଉଦ୍ଧାର କଲେ ଆରପିଏଫ ଓ ଜିଆରପି
- ବିହାର ଏବଂ ପଶ୍ଚିମବଙ୍ଗରୁ ଯାଉଥିଲେ ୩୪ ନାବାଳକ
- ଫଲକନୁମା ଏକ୍ସପ୍ରେସରେ ହାଇଦ୍ରାବାଦ ଯାଉଥିବା ନେଇ ସୂଚନା
- କିଏ ଏବଂ କାହିଁକି ପିଲାମାନଙ୍କୁ ନେଉଥିଲା ଅସ୍ପଷ୍ଟ
- ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଆରପିଏଫ ପୋଲିସ