
-ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଶକ୍ତ ଧକ୍କା
-ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା କରିବାକୁ ନିର୍ଦ୍ଦେଶ
-ଏତଲା କରିବାକୁ ପୋଲିସ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ
-ଏତଲା ସହ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ
-ଦ୍ୱୈତ ନାଗରିକତା ମାମଲାରେ ଏତଲା କରିବାକୁ ନିର୍ଦ୍ଦେଶ
-ବିଜେପି ନେତାଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ନିର୍ଦ୍ଦେଶ
-ରାହୁଲ ଗାନ୍ଧିଙ୍କ ବ୍ରିଟେନ୍ ନାଗରକିତା ଥିବା ଅଭିଯୋଗ




