*ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟକର ଘଟଣା**ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ**ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ**ଗିରଫ ଅଭିଯୁକ୍ତ ଭରତପୁରର ଅରୁଣ ଓ ବିଶ୍ବଜିତ ନାୟକ*