ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ 🚁
ରାଜ୍ୟରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ସିଧା ଆକଳନ କରିବେ। ସମୀକ୍ଷାର ମୁଖ୍ୟ ତଥ୍ୟ ଉଦ୍ଦେଶ୍ୟ ପ୍ରଭାବିତ ଅଞ୍ଚଳର ପ୍ରକୃତ ସ୍ଥିତି ଦେଖି ତୁରନ୍ତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା। ଜଳମଗ୍ନ ଗାଁ, ରାସ୍ତା, ଫସଲ କ୍ଷତିର ସିଧା ରିପୋର୍ଟ ନେବା ପରେ ସରକାର ଆଗାମୀ ପଦକ୍ଷେପ ନେବେ। ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଥିଲେ ଯେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି ଏବଂ ସ୍ଥିତି ନିୟନ୍ତ୍ରଣରେ ଅଛି।
Read More