
ଅନୁଗୁଳ: ଏକ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍; ୫ ଗିରଫ
-ବ୍ୟବସାୟୀଙ୍କଠୁ ୫୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୫ ଗିରଫ
-୨ ଲକ୍ଷ ୨୮ ହଜାର ଟଙ୍କା, ଦାମୀ କାର୍ ଓ ଘଣ୍ଟା ଜବତ
-ସୁନା ଚେନ୍, ବିଭିନ୍ନ ବ୍ୟାଙ୍କର ପାସ୍ବୁକ୍, ATM ଓ ଚେକ୍ ଜବତ
-ଗତ ଅଗଷ୍ଟ ୨୯ ତାରିଖରେ ବ୍ୟବସାୟୀଙ୍କଠାରୁ ହୋଇଥିଲା ଲୁଟ୍
-ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ପର୍ଯ୍ୟନ୍ତ ଲୁଟ୍ର ଚେର- SP