ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ଇଞ୍ଜିନୟରଙ୍କ ବଦଳି ଷଡ଼ଯନ୍ତ୍ର ଘଟଣା

ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ଇଞ୍ଜିନୟରଙ୍କ ବଦଳି ଷଡ଼ଯନ୍ତ୍ର ଘଟଣା
-ଘଟଣାର ତଦନ୍ତ ପାଇଁ କ୍ୟାପିଟାଲ୍ ଥାନା ପୋଲିସ୍ର ୪ ଜଣିଆ ଟିମ୍ ଗଠନ
-୨ ଇଞ୍ଜିନୟର ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ରମଙ୍କୁ ଖୋଜୁଛି ପୋଲିସ୍
-ନକଲି ଲେଟରପ୍ୟାଡ୍ ଓ ଜାଲ୍ ଦସ୍ତଖତ ନେଇ ତଦନ୍ତ କରୁଛି ପୋଲିସ୍