ପରକୀୟାପ୍ରୀତି ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ।

ପରକୀୟାପ୍ରୀତି ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ।
ବରମପୁର ଥାନା ଜାମୁନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା।ମାଜିଷ୍ଟେଟଙ୍କ ଉପସ୍ଥିତିରେ ମାଟିତଳୁ ମୃତଦେହ କାଢ଼ିଲା ପୋଲିସ।।ମୃତକ ହେଲେ ଜାମୁନା ଅଞ୍ଚଳର ବିରେନ୍ଦ୍ର ବେହେରା।
ଗବପାଳ ଗାଁର ବିରେନ ମଢେଇଙ୍କ ପତ୍ନୀ ସହ ସମ୍ପର୍କ ରଖିଥିଲେ ।
୨୫ ତାରିଖ ରାତିରେ ବିରେନ୍ଦ୍ରଙ୍କୁ ଅପହରଣ ପରେ ହତ୍ୟା ହୋଇଥିଲା।
ଉଦଳା ଅଞ୍ଚଳରେ ହତ୍ୟା କରି ପୋତିଦେଇଥିଲା ଅଭିଯୁକ୍ତ ବିରେନ।