ମୁହାଁମୁହିଁ ଦୁଇ ଟ୍ରେନ

ଝାରପଡା ରେଳ ବ୍ରିଜଠାରେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ୨ ଟ୍ରେନ
ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ୨ ଟ୍ରେନ୍। ଆଜି ସକାଳୁ ଭୁବନେଶ୍ବରର ଝାରପଡାସ୍ଥିତ ରେଳ ବ୍ରିଜ୍ ନିକଟରେ ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଚାଲିଆସିଥିଲା। ତେବେ ଟ୍ରେନ୍ ଦୁଇଟିର ବେଗ କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।