ବିହାରର ସାର୍ପ ସୁଟର ପୀତବାସଙ୍କୁ ଗୁଳି କରିନଥିବା ସୂଚନା
ବିହାରର ସାର୍ପ ସୁଟର ଗୁଳିମାଡ଼ କରିବାରେ ବିଫଳ
ବିଫଳତା ପରେ ଗଞ୍ଜାମର ଅପରାଧୀ ଗୁଳି କରିଥିବା ସୂଚନା
ସ୍ଥାନୀୟ ସାର୍ପ ସୁଟର ବ୍ରହ୍ମପୁର ଉପକଣ୍ଠର ଏକ ଗାଁର
ଅଟକଙ୍କ ଠାରୁ ୨ଟି ବନ୍ଧୁକ ଜବତ ହୋଇଥିବା ସୂଚନା
ପୁରୀ ବେଳାଭୂମିରୁ ଜବତ ହୋଇଛି ଗୋଟିଏ ବନ୍ଧୁକ