ଭଞ୍ଜନଗରର ବିଧବା ମହିଳାଙ୍କୁ ୬୦ ଲକ୍ଷ ଟଙ୍କା ଠକେଇ – ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ବୈବାହିକ ୱେବସାଇଟ୍ ମାଧ୍ୟମରେ ମିଥ୍ୟା ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଠକେଇ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା ଛତ୍ରପୁର ସାଇବର ଥାନା ପୁଲିସ। ଘଟଣାର ସାରାଂଶ ୧. କିପରି ଠକିଲେ? ରାକେଶ ବୈବାହିକ ୱେବସାଇଟ୍ ରେ “ସାଇ କୃପା ଦାସ, ଭୁବନେଶ୍ୱର” ନାମରେ ନକଲି ପ୍ରୋଫାଇଲ୍ ତିଆରି କରିଥିଲା। ପୁନଃବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ବିଶ୍ୱାସ ଜିତିଲା। ପରେ ମନଗଢା କାହାଣୀ – ପିତାଙ୍କ ଅସୁସ୍ଥତା, ମୃତ୍ୟୁ ଏବଂ ନିଜେ ସୋରିଆସିସ୍ ରୋଗୀ ବୋଲି କହି ଟଙ୍କା ମାଗିଲା।ହ୍ୱାଟସଆପ୍ ରେ ନକଲି ଫଟୋ, ଭିଡିଓ କଲ୍, ଜାଲ୍ ଡାକ୍ତରୀ ଡକ୍ୟୁମେଣ୍ଟ ପଠାଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକି ନେଲା। ୨. ଉତ୍ତମର ଭୂମିକା ଉତ୍ତମ କୁମାର ସାହୁ ଥିଲା “ମୁଲ୍ ଆକାଉଣ୍ଟ ପ୍ରଦାନକାରୀ”। ରାକେଶକୁ କମିଶନ ନେଇ ବ୍ୟାଙ୍କ ଆକାଉଣ୍ଟ, ସିମ୍ କାର୍ଡ ଯୋଗାଇ…
Read More