ରାଜ୍ୟ କ୍ୟାବିନେଟର ୪୫ତମ ବୈଠକ – ବଡ଼ ୧୧ଟି ନିଷ୍ପତ୍ତି 📝
ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୈଠକ ପରେ ନିଷ୍ପତ୍ତି ଘୋଷଣା କରିଥିଲେ। ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ ୧. ଅନୁସୂଚିତ ଜନଜାତି ଓ ଜନଜାତି ଉନ୍ନୟନ ବିଭାଗ ୨. ଜଳସମ୍ପଦ ବିଭାଗ – ୫ଟି ପ୍ରସ୍ତାବ ୩. ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ – ୨ଟି ୪. କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୫. ଆଇନ ବିଭାଗ ୬. ଅର୍ଥ ବିଭାଗ ବୈଠକର ମୁଖ୍ୟ ଫୋକସ୍ ଏହି ନିଷ୍ପତ୍ତିଗୁଡ଼ିକ ଓଡ଼ିଶାର କୃଷି, ଆଦିବାସୀ କଲ୍ୟାଣ ଓ ସହରାଞ୍ଚଳ ବିକାଶକୁ ଆଗକୁ ନେବ।
Read More